Download Now Banner

This browser does not support the video element.

ମାଲକାନଗିରି: ମମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମରେ ବଜ୍ରାଘାତ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Malkangiri, Malkangiri | Sep 12, 2025
ମାଲକାନଗିରି ଜିଲ୍ଲାରେ ବଜ୍ରାଘାତ ରେ ଜଣେ ମୃତ। ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମର ଉଙ୍ଗା କାର୍ତ୍ତମି (୪୫) ନିଜ ପତ୍ନୀ ଗାଙ୍ଗୀ ଓ ପୁଅ ଦେବା ସହ ଜମିକୁ ଯାଇଥିଲେ। ଏହି ସମୟରେ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିଲା। ତେବେ ଉଙ୍ଗା ପରିବାର ସହ ଜମି ନିକଟରେ ଥିବା ଏକ କୁଡ଼ିଆ କୁ ଚାଲି ଯାଇଥିଲେ। ଏହି ସମୟରେ ଖୁବ ଜୋର ରେ ବଜ୍ରାଘାତ ହୋଇଥିବା ବେଳେ ଏଥିରେ ଉଙ୍ଗା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପରିବାର ଲୋକେ ସାମନ୍ୟ ଆହତ ହୋଇଥିଲେ।
Read More News
T & CPrivacy PolicyContact Us