Download Now Banner

This browser does not support the video element.

ଢେଙ୍କାନାଳ ସଦର: ପୁଣି ଦନ୍ତା ନେଲା ଆଉ ଏକ ଜୀବନ, ନୂଆଗାଁରେ ଘରେ ପଶି ଆକ୍ରମଣ

Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେ ପୁଣି ଆଜି ଆଉ ଜଣଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଘରେ ସୋଇଥିବା ବେଳେ ଖାଦ୍ୟ ସନ୍ଧାନରେ ଆସି ହିନ୍ଦୋଳ ଫରେଷ୍ଟ ରେଞ୍ଜ ନୂଆଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିଥିଲା। ରାତି ପ୍ରାୟ 1.30 ମିନିଟ ସମୟରେ ଏପରି ଘଟଣା ଘଟିଥିବା ବେଳେ ଗୁରୁତର ସଂସାର ଗଡ଼ନାୟକଙ୍କୁ ଗାଁ ଲୋକେ ପ୍ରଥମେ ଗୁରୁରତ ଭାବେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ପଠାଇଥିଲେ ।ମାତ୍ର ରାସ୍ତାରେ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବ
Read More News
T & CPrivacy PolicyContact Us