Download Now Banner

This browser does not support the video element.

ସୋନପୁର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସୋନପୁର ରେ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟଶାଳା ଉଦଯାପିତ

Sonapur, Subarnapur (Sonepur) | Sep 12, 2025
ସୂଚନା ଅନୁସାରେ ଆଜି ପୂର୍ବାହ୍ନ 10 ଘଣ୍ଟାରୁ ଅପରାହ୍ନ 5 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପରଖ ରାଷ୍ଟ୍ରୀୟ ସର୍ଭେକ୍ଷଣ କର୍ମଶାଳା 2025 ଉଦଯାପିତ ହୋଇଯାଇଛି l କର୍ମଶାଳାରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗଣେଶ କିସାନ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ ଏବଂ ବରିଷ୍ଟ ପ୍ରଶିକ୍ଷିକା ସତ ମାନିନୀ ପାଣିଗ୍ରାହୀ, ରାମଜୀ ମାଝୀ, ସସ୍ମିତା ଦେହୁରୀ, ରତା ଗ୍ଲୋରିଆ ଏକ୍କା,ଶିକ୍ଷକ ଅକ୍ଷୟ କୁମାର ବେରିଆ, ପ୍ରହଲ୍ଲାଦ ବିଶି ଏବଂ ସୁଶାନ୍ତ ଭୋଇ ଯୋଗଦାନ କରି, ଉପସ୍
Read More News
T & CPrivacy PolicyContact Us