This browser does not support the video element.
ରେଙ୍ଗାଲି: ବୈଦାରନୂଆଁପାଲି ସ୍ଥିତ ମା' କାମାକ୍ଷା ଦେବୀଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜାରେ ସାମିଲ ହେଲେ ବିଧାୟକ
Rengali, Sambalpur | Oct 8, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈଦାର ନୂଆଁପାଲି ଠାରେ ଥିବା ମାଁ କାମାକ୍ଷା ଦେବୀଙ୍କ ମନ୍ଦିର ଠାରେ ମାଁଙ୍କ ଶାରଦୀୟ ନବରାତ୍ର ପୁଜାରେ ସାମିଲ ହେଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ l ଆଜି ବିଧାୟକ ଦିନ 11 ଟା ସମୟରେ କାମାକ୍ଷା ଦେବୀଙ୍କ ମନ୍ଦିର ରେ ନବରାତ୍ର ପୂଜାରେ ସାମିଲ ହୋଇ ମାଙ୍କ ଦର୍ଶନ କରି ପୂଜାର୍ଚନା କରିଥିଲେ l ଏହାସହ ମନ୍ଦିର କମିଟିର ସଦସ୍ୟ ମାନଙ୍କ ସହ ମନ୍ଦିର ର ବିଭିନ୍ନ ବିଷୟ ନେଇ ଆଲୋଚନା ମଧ୍ୟ କରିଥିଲେ l ଏହି ଅବସରରେ ବିଧାୟକ ଙ୍କ ସହ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ ତଥା ବିଜେଡି ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ l