This browser does not support the video element.
ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାକକ୍ଷରେ
ମତଦାନ କେନ୍ଦ୍ର ରାସନାଲାଇଜେସନ ସମ୍ବନ୍ଧରେ ରାଜନୈତିକ ଦଳଙ୍କ ସହିତ ଆଲୋଚନା ବୈଠକ
Sadar, Kalahandi | Aug 6, 2025
ମତଦାନ କେନ୍ଦ୍ର ରା ସନାଲାଇଜେସନ ସମ୍ବନ୍ଧରେ ରାଜନୈତିକ ଦଳଙ୍କ ସହିତ ଆଲୋଚନା ବୈଠକ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାକକ୍ଷରେ ମତଦାନ କେନ୍ଦ୍ରଗୁଡିକର ର। ସନାଲାଇଜେସନ (ସଂଗଠନ/ପୁନଃସଂରଚନା) ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ସମସ୍ତ ଇଲେକ୍ଟୋରାଲ୍ ରୋଲ୍ ଅଫିସର), ଜିଲ୍ଲା ଉପ ନିର୍ବାଚନ ଅଧିକାରୀ , ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।