This browser does not support the video element.
ବୀରମହାରାଜପୁର: ବିନିକା ନୂଆବଜାର ମୁଖ୍ୟ ରାସ୍ତାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କ କୁଶ ପୁତଲିକା ଦାହ କରାଯାଇଛି
Biramaharajpur, Subarnapur (Sonepur) | Aug 31, 2025
ବିନିକା ନୂଆବଜାର ମୁଖ୍ୟ ରାସ୍ତାରେ ଆଜି ଦିନ ପ୍ରାୟ 1ଟା 30ମିନିଟ ସମୟରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କୁ କୁଶ ପୁତ୍ତଳିକା ଦାହ କରାଯାଇଛି l ସୂଚନା ଅନୁସାରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ତାଙ୍କ ମାତାଙ୍କ ବିରୋଧରେ କଂଗ୍ରେସ ନେତା ମାନେ ଅପମାନ ଜଣକ ମନ୍ତବ୍ୟ ଦେଇଥିଲେ l ଯାହାକି ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି l ଏଣୁ ଆଜି ବିଜେପି କର୍ମକର୍ତା ମାନେ ବିନିକା ନୂଆବଜାର ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ରାହୁଲଗାନ୍ଧୀଙ୍କ ବିରୋଧରେ ନାରାବାଜି ଦେଇ କୁଶ ପୁତ୍ତଳିକା ଦାହ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବହୁ ଦଳ