Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ମେଘଡମ୍ବୁର ଠାରେ ଏଲଆଇସି ଡ଼ିଇଓ ଫାଶୀ ଲଗାଇ ଆତ୍ମହତ୍ୟା ଅଭିଯୋଗ

Baleshwar M, Balasore | Sep 13, 2025
ବାଲେଶ୍ୱର ସଦର ଥାନା ମେଘଡମ୍ବୁର ଅଞ୍ଚଳରେ ଏଲଆଇସି DEO ରାଜକୃଷ୍ଣ ସିଂ ଘର ବେଲକନି ରେ ଫାଶୀ ଲଗାଇ ଆତ୍ମହତ୍ୟା କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳ ୮ ଟା ସମୟରେ ଘର ବେଲକନି ଛାତରେ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କୁ ଫାଶୀ ରୁ ଉଦ୍ଧାର କରିଥିଲେ।ଆତ୍ମହତ୍ୟା ର କାରଣ ସଠିକ ଜଣାପଡ଼ିନଥିବା ବେଳେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି।
Read More News
T & CPrivacy PolicyContact Us