Download Now Banner

This browser does not support the video element.

ସୋନପୁର: ସୁବର୍ଣ୍ଣପୁର ସହରର ସାହା ଗେଷ୍ଟେ ହାଉସ ଠାରେ ଏଞ୍ଜେଲିନା ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଆଜି ଏକ ସେମିନାର ଆୟୋଜିତ ହୋଇ ଯାଇଛି ।

Sonapur, Subarnapur (Sonepur) | Aug 24, 2025
ସୁବର୍ଣ୍ଣପୁର ସହରର ସାହା ଗେଷ୍ଟେ ହାଉସ ଠାରେ ଏଞ୍ଜେଲିନା ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଆଜି ଏକ ସେମିନାର ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ସୋନପୁର ଜିଲ୍ଲାର ଡିଏସପି ରେଣୁକାସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡିଶାର ପ୍ରାୟ ୬ଟି ଜିଲ୍ଲାରୁ ସତାଧିତ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳା ମାନଙ୍କୁ ସ୍ବାବଲମ୍ବି କରିବା ଏବଂ ସେମାନେ କେମିତି ଅନ୍ୟ ମାନଙ୍କ ଉପରେ ନିର୍ଭର ନକରି ନିଜେ ଘରେ ବସି ରୋଜଗାର କ୍ଷମ ହୋଇ ପାରିବେ ଏହି ସବୁ ବିଷୟରେ ଆର ହୋଇଥିଲା।
Read More News
T & CPrivacy PolicyContact Us