Install App
sushantpattnayak1983
This browser does not support the video element.
ଛତ୍ରପୁର: ରମ୍ଭା ଠାରେ ଗଞ୍ଜାମ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ, ଯୋଗଦେଲେ ବିଧାୟକ ଓ ବିଡିଓ
Chhatrapur, Ganjam | Sep 5, 2025
ଗଞ୍ଜାମ ବ୍ଲକ ସ୍ତରୀୟ ଗୁରୁ ଦିବସ ରମ୍ଭା ଠାରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!