Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ସ୍ୱଚ୍ଛ ଉତ୍ସବ ରେ ଯୋଗଦେଲେ ସାଂସଦ ଓ ବିଧାୟକ

Baleshwar M, Balasore | Oct 2, 2025
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ତଥା ସ୍ୱଚ୍ଛତା ହିଁ ସେବା କ୍ୟାମ୍ପେନ ର ଶେଷ ଦିନ ରେ ସ୍ଵଚ୍ଛଉତ୍ସବ ଆନୁକୁଲ୍ୟ ରେ ଏକ କ୍ଲିନ୍ ଲେସ ଟାର୍ଗେଟ ୟୁନିଟ ଶୋଭାରାମପୁର ଫ୍ଲାଏ ଓଭର ବ୍ରିଜ ନିକଟରେ ଦିନ ୧୨ ଟାରେ ଉଦ୍ଘାଟିତ ହୋଇଯାଇଛି,ଯେଉଁଥିରେ ଏକ ଆବର୍ଜନା ସ୍ଥଳୀ ଟି କୁ ରୂପାନ୍ତରିତ କରା ଯାଇ ସେହି ଆବର୍ଜନା ସ୍ଥଳୀ କୁ ଏକ ସୁନ୍ଦର ମିନି ପାର୍କ ଭାବେ ବାଲେଶ୍ବରବାସୀ ଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି। ଏହା ସହ ଆଜି ଗାନ୍ଧୀ ସ୍ମୃତି ଭବନ ରେ ବାଲେଶ୍ୱର ପୌରପାଳିକା କୁ ସ୍ୱଚ୍ଛତା ଦିଗ ରେ ଆଗେଇ ନେବା ସହ ଏକ ଲୋଗୋ କୁ ଉନ୍ମୋଚିତ କରିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।
Read More News
T & CPrivacy PolicyContact Us