Download Now Banner

This browser does not support the video element.

ବରଗଡ: ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆ ଠାରେ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହେଲା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

Bargarh, Bargarh (Baragarh) | Aug 31, 2025
ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଲୋକ ମଣ୍ଡପ ପଡିଆରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ରବିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ପଦ୍ମଶ୍ରୀ ହଳଧର ନାଗଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ | ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବରଗଡ଼ର ବିଭିନ୍ନ ସମସ୍ୟା ଉପର ଆଲୋଚନା କରାଯାଇଛି | ଏହି ଅବସରରେ ବରଗଡ଼ର ବିଭିନ୍ନ ସଂଗଠନ ତଥା ସମାଜରେ ଉନ୍ନତି କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More News
T & CPrivacy PolicyContact Us