Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଗୁଳିମରା ପଦାଠାରେ ରେ ମାଁସଙ୍କ କଳଶଯାତ୍ରା ଅନୁଷ୍ଠିତ,

Baliguda, Kandhamal | Sep 28, 2025
ବାଲିଗୁଡା ଗୁଳିମରା ପଦାଠାରେ ରେ ମାଁସଙ୍କ କଳଶଯାତ୍ରା ଅନୁଷ୍ଠିତ, ଏହି କଳଶ ଯାତ୍ରା ଟି ରବିବାର ଦିନ 12ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି, ଆଛି, ଆଜିଠାରୁ ବିଭିନ୍ନ ପିଠୟେ ଶପ୍ତମି ପୁଜା ଆରମ୍ଭ ହଇଥିବା ବେଳେ ଗୁଳିମରା ପଦାରେ ମଧ୍ୟ ଋହି କଳଶ ଯାତ୍ରା ଅନୁଷ୍ଠିତ, ଗୁଳିମରା ପଦା ରୁ ଏହି କାଯ୍ୟକ୍ରମ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଉ ରହିଥିଲା, ବିଶାଳ କଳଶ ଯାତ୍ର ସହ ପାରମ୍ପାରିକ ବାଜା ରେ ଏହି କଳଶ ଯାତ୍ରା ଅନୁଷ୍ଠିତ ହଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us