This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଷଣା, ଅଂଚଳ ରେ ଆନନ୍ଦ ର ଲହରୀ
Phulabani Town, Kandhamal | Aug 30, 2025
କନ୍ଧମାଳ ଜିଲ୍ଲାର ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ କ୍ଷମତାପନ୍ନ କମିଟର (High Power Committee) ଚୂଡ଼ାନ୍ତ ନିଷ୍ପତ୍ତିକ୍ରମେ (Vijaya High School) କୁ ଵିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(Vijaya Higher Secondary School) ଭାବେ ମାନ୍ୟତା ପ୍ରଦାନ କରି ଚଳିତ ଶିକ୍ଷା ବର୍ଷରୁ 128 (seat)ସିଟ ବିଶିଷ୍ଟ +2 କଳା(Arts) ଶ୍ରେଣୀ ଖୋଲିବା ନିମନ୍ତେ ଅନୁମତି ପ୍ରଦାନ କରଛନ୍ତି।ଏହା ଦ୍ୱାରା ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଅଧ୍ୟୟନର ସୁଯୋଗ ପାଇପାରିବେ,ଏଣୁ ରାଇକିଆରେ ଉତ୍ସାହର ଲହରୀ ଖେଳିଯାଇଛି।