This browser does not support the video element.
ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣି ରାସ୍ତାର ଗୋଶାଳ ପଡିଆରେ ବ୍ରାଉନ ସୁଗାର ଜବତ ୨ ଗିରଫ
Khordha, Khordha | Sep 25, 2025
ଖୋର୍ଦ୍ଧା ଜଟଣୀ ରାସ୍ତା ଗୋଶାଳା ପଡିଅ।ରେ ବ୍ରାଉନସୁଗାର ବେପାର ବେଳେ ମାଡିବସିଲା ପୋଲିସ । ଦୁଇ ବ୍ରାଉନସୁଗାର ବେପାରୀ ଗିରଫ 24 ଗ୍ରାମ ବ୍ରାଉନସୁଗାର ସହିତ ଦୁଇଟି ମୋବାଇଲ 2000 ଟଙ୍କା ଜବତ । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଅବିଦ୍ ଖାଁ ଓ ସାଗର ବରାଳ । ଚଢ଼ାଉ ବେଳେ ଖସିଗଲା ମୁଖ୍ୟ ବେପାରୀ । ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳୀଥିବା ଗୁପ୍ତ ସୂଚନା ଅନୁସାରେ ପୋଲିସର ଏକ ଟିମ ଗୋଶାଳା ପଡିଅ।ରେ ଚଢ଼ାଉ କରିଥିଲା । ବ୍ରାଉନସୁଗାର କାରବାର ବେଳେ ପୋଲିସ ଚଢ଼ାଉ କରିଥିଲା ।