Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ପାର୍ବଣ ଋତୁକୁ ନେଇ ମୟୁରଭଞ୍ଜ ଜିଲ୍ଲା ପୋଲିସ ସଜାଗ; ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଗୁଡିକରେ ଅତର୍କିତ ଯାଞ୍ଚ ପ୍ରକ୍ରିୟା

Baripada M, Mayurbhanj | Oct 9, 2025
ପୂର୍ବରୁ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ସହରର ମୁଖ୍ୟ ସ୍ଥାନରେ ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ମୟୁରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ଏସପି ବରୁଣ ଗୁଣ୍ଟୁପାଲି ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ଲଜ ଗୁଡ଼ିକରେ ଅତର୍କିତ ଭାବେ ଯାଞ୍ଚ କରିଛନ୍ତି। ହୋଟେଲରେ ଥିବା ଲୋକଙ୍କ କାଗଜପତ୍ର, ତଥ୍ୟ ଠିକ ଭାବେ ସଂଗ୍ରହ କରିବା। ଏହା ସହିତ ହୋଟେଲର ସିସି ଟିଭି ଗୁଡିକର କାର୍ଯ୍ୟକୁ ଯାଞ୍ଚ କରାଯାଇଛି। ଜିଲ୍ଲାର ସୁରକ୍ଷା ଦୃଷ୍ଟିରୁ ଅତର୍କିତ ଯାଞ୍ଚ କରାଯାଇଛି।
Read More News
T & CPrivacy PolicyContact Us