This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା : ମଙ୍ଗଳବଜାର ସ୍ଥିତ ଅଡିଟୋରିୟମ ଠାରେ "ବୀର ବାଳ ଦିବସ" ପାଳିତ
Jharsuguda, Jharsuguda | Dec 26, 2024
ଆଜି ଝାରସୁଗୁଡ଼ା ଟାଉନ୍ ମଙ୍ଗଳବଜାର ସ୍ଥିତ ଅଡିଟୋରିୟମ ଠାରେ ସନ୍ଧ୍ୟା ୬ ଟା ସମୟରେ ବୀର ବାଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଦିନ ଗୁରୁ ଗୋବିନ୍ଦ ସିଂଙ୍କ ଚାରି ପୁତ୍ର ଦେଶ ଧର୍ମ ପାଇଁ ନିଜର ଜୀବନ କୁ ବଳିଦାନ ଦେଇଥିଲେ । ତେବେ ସେହି ବଳିଦାନ କୁ ସ୍ମରଣ କରିବା ପାଇଁ ଝାରସୁଗୁଡ଼ା ଗୁରୁଦ୍ଵାରା ପ୍ରବନ୍ଧନ କମିଟି ପକ୍ଷରୁ ସହରରେ ଏକ ଶୋଭାଯାତ୍