Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ

Baudh Sadar, Boudh (Bauda) | Oct 5, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ସୂଚନା ଓ଼ ଲୋ୍କ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ଆସନ୍ତାକାଲି ସୋମବାର ୬ତାରିଖରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ଼ ଆରକ୍ଷୀଅଧିକ୍ଷଙ୍କ ମିଳିତ ଯୁଗ୍ମ ଜନଭିଯୋଗ ଶୁଣାଣି ଓ଼ ସମାଧାନ ଶିବିର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ l ଏଠାରେ ଜିଲ୍ଲା ଓ଼ ବ୍ଲକ ସ୍ତରୀୟ ଅଧୁକାରୀ ମାନେ ଉପସ୍ଥିତ ରହିବା ପାଈଁ ସୂଚନା ଜାରି କରାଯାଇଛି l ଏହି ଅଭିଯୋଗ ଶୁଣାଣୀ ଶିବିରରେ ଆପଣମାନେ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗକୁ ଜିଲ୍ଲାପାଳ ଓ ଆରକ୍ଷିଣାଧିକ୍ଷଙ୍କ ଠାରେ ଅଭିଯୋଗ କରିପାରିବେ l
Read More News
T & CPrivacy PolicyContact Us