Install App
publicnewskadambini
This browser does not support the video element.
ପଟ୍ଟାଙ୍ଗୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୋରାପୁଟ ଦ୍ବାରା ପଟାଙ୍ଗୀ ବ୍ଲକ ଓ ନନ୍ଦପୁର ବ୍ଲକରେ ଛାତ୍ରଛାତ୍ରୀଙ୍କ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ
Pottangi, Koraput | Aug 22, 2025
ଶୁକ୍ରବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ସିନ୍ଦିଦେବି ମହାବିଦ୍ୟାଳୟ ଠାରେ +୩ ଛାତ୍ରଛାତ୍ରୀଙ୍କ ମହା ସଦସ୍ୟତା ଅଭିଯାନ ହୋଇଯାଇଛି ।ସେହି ପରି ପଟାଙ୍ଗୀ ବ୍ଲକର ଥୁରିଆ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମହା ସଦସ୍ୟତା ଅଭିଯାନ ହୋଇଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!