Download Now Banner

This browser does not support the video element.

ଅତାବିରା: ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

Attabira, Bargarh (Baragarh) | Aug 22, 2025
ଆଜି ଶୁକ୍ରବାର ମଧ୍ଧାହ୍ନ ୧୨ଟାରେ ଭେଡେନ ଗୋଷ୍ଠି ସ୍ବାସ୍ତ୍ୟକେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ବିଧାୟକ ନିହାରରଂଜନ ମହାନନ୍ଦ,ବିଡିଓ ରିପୁନାଥ ସୁନା,ସିଡିଏମଓ କୁବେର ଚନ୍ଦ୍ର ମହନ୍ତ ପ୍ରମୁଖ ଯୋଗଦେଇଥିଲେ |
Read More News
T & CPrivacy PolicyContact Us