Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା ଥାନା ରେ ଅପେରସନ ପ୍ରହାର ରେ 127କେଜି ଗଞ୍ଜେଇ ସହ ଏକ ବନ୍ଧୁକ ତିଆରି ସାମଗ୍ରୀ ଜବତ, SDPO ଙ୍କ ସୁଚନା

Phulabani Town, Kandhamal | Sep 8, 2025
ବାଲଗୁଡା SDPO, IPS ରମେନ୍ଦ୍ର ପ୍ରସାଦ ବାଲିଗୁଡା ଥାନାରେ ସମବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ଦେଇଛନ୍ତି, ଅପରେସର ପ୍ରହାର ମାଧ୍ୟମରେ ତିଲୋରି ରୁ ଏହି ବନ୍ଧୁ ତିଆରି ସାମଗ୍ରୀ କୁ ଜବତ କରିଛନ୍ତି
Read More News
T & CPrivacy PolicyContact Us