Download Now Banner

This browser does not support the video element.

କେନ୍ଦ୍ରାପଡା: ଓସ୍ତପୁର ପଂଚାୟତର ବରିଷ୍ଠ ବିଜେଡି ନେତା ବିଜୟ ପ୍ରଧାନଙ୍କ ମାତୃ ବିୟୋଗ ,ପରିବାର ବର୍ଗକୁ ସାନ୍ତ୍ବନା ଦେଲେ ବିଧାୟକ ଗଣେଶ୍ୱର ବେହେରା

Kendrapara, Kendrapara | Sep 1, 2025
କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକର ଓସ୍ତପୁର ପଂଚାୟତର ବରିଷ୍ଠ ବିଜେଡ଼ି ନେତା ବିଜୟ ପ୍ରଧାନଙ୍କ ମାତୃ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ହୋଇଛି ।ଏହି ଦୁଃଖଦ ସମୟରେ ବିଜୟ ପ୍ରଧାନଙ୍କ ପରିବାର ପାଖରେ ପହଞ୍ଚିଛନ୍ତି କେନ୍ଦ୍ରାପଡା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ।ବିଧାୟକ ବେହେରା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଓସ୍ତପୁର ପଂଚାୟତର ବିଜୟ ପ୍ରଧାନଙ୍କ ବାସଭବନରେ ପହଞ୍ଚି, ପରିବାରସଭ୍ୟଙ୍କ ସହିତ ସାକ୍ଷାତ କରି, ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେଇଥିଲେ ।
Read More News
T & CPrivacy PolicyContact Us