Download Now Banner

This browser does not support the video element.

ଢେଙ୍କାନାଳ ସଦର: କାଉଁରିଆପାଳ ବ୍ରିଜ ନିକଟରେ ଦୁର୍ଘଟଣାରେ ଜଣେ ମୃତ, 1 ଗୁରୁତର ଓ ଜଣେ ଆହତ

Dhenkanal Sadar, Dhenkanal | May 22, 2025
ଢେଙ୍କାନାଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ କାଉଁରିଆପାଳ ବ୍ରିଜ ନିକଟରେ ଗୁରୁବାର ମଧ୍ୟାହ୍ନ ବେଳେ ଏକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଓ ଜଣେ ଆହାତ ହୋଇଛନ୍ତି । ସୂଚନା ମୁତାବକ ଭଦ୍ରକ ଅଞ୍ଚଳର ସୁବାଶ ଚନ୍ଦ୍ର ରାଉତ ଏବଂ ଜଣେ ସହଯୋଗୀଙ୍କ ସହିତ ଏକ କାରରେ ରୁଙ୍ଗଟାକୁ ଆସି ଫେରୁଥିବା ବେଳେ କାରଟି ଦୁର୍ଘଟଣା ଗସ୍ତ ହୋଇଥିଲା। ଯାହାଦ୍ଵାରା କାର ଚାଳକ ଅମିତାଭ ସାହୁଙ୍କର ମୃତ୍ୟୁ ହୋଇଥିଲା l ଗାଡିରେ ଆସିଥିବା ସୁବାଶ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଅନ୍ୟ ବ୍ୟକ୍ତି ଜଣଙ୍କ ଆହାତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି।
Read More News
T & CPrivacy PolicyContact Us