Download Now Banner

This browser does not support the video element.

ଦିଗପହଣ୍ଡି: କୁକୁଡାଖଣ୍ଡି ଗ୍ରାମର ବରିଷ୍ଠ ସମାଜସେବୀ ରୁଦ୍ର ଖଟୁଅ।ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲା ରାଜ୍ଯ କଂଗ୍ରେସର ପିସିସି ସମ୍ପାଦକ

Digapahandi, Ganjam | Aug 25, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ଗ୍ରାମର ବରିଷ୍ଠ ସମାଜସେବୀ ରୁଦ୍ର ଖଟୁଅ।ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲେ କଂଗ୍ରେସର ରାଜ୍ୟ ପିସିସି ସମ୍ପାଦକ ସାକା ସୁଜିତ କୁମାର । ସେ ଅ।ଜି ଦିନ 11 ଘଣ୍ଟ ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ସୂଚନା ମିଳିଥିବା ବେଳେ ରୁଦ୍ର ଖଟୁଅ।ଙ୍କ ପରିବାର ସଦସ୍ୟ ମାନଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହି ସମୟରେ ସାକା ସୁଜିତ କୁମାରଙ୍କ ବହୁ କର୍ମୀ ମାନେ ମଧ୍ୟ ଯୋଗ ଦେଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us