Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଜିଲ୍ଲା ପ୍ରଶାସନ ସହାୟତା ରେ ଶ୍ରୀ ଅର୍ଣ୍ଣ ଯୋଜନା ଉପରେ ଫୁଲବାଣୀ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି,
Phulabani Town, Kandhamal | Aug 30, 2025
ଶ୍ରୀ ଅର୍ଣ୍ଣ ଯୋଜନା ଉପରେ ଫୁଲବାଣୀ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରୀ ଅର୍ଣ୍ଣ ଯୋଜନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସ୍ବେଛାସେବୀ ଅନୁଷ୍ଠାନ ଓ ଚାଷୀ ଯୋଗ ଦେଇଥିଲେ. ଉର୍ନତ ମାନର ଚାଷ ପ୍ରକ୍ରିୟା କୃଷି ଯନ୍ତପାତି ଓ ମାଣ୍ଡିଆ ଚାଷ ଉପରେ କୃଷି ଅଧିକାରୀ ମାନେ ସୂଚନା ଦେଇଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!