This browser does not support the video element.
ଜଗତସିଂହପୁର: ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ ଗ୍ରସ୍ତ କଲେ ବିଧାୟକ ଅମରେନ୍ଦ୍ର ଦାସ
Jagatsinghapur, Jagatsinghpur | Sep 1, 2025
ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗ୍ରସ୍ତ କଲେ ବିଧାୟକ ଅମରେନ୍ଦ୍ର ଦାସ ଓ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଲେ । ଆଜି ସକାଳ ୯ ଟା ସମୟରେ ବିଧାୟକ ଅମରେନ୍ଦ୍ର ଦାସ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ ଗ୍ରସ୍ତ କରିଥିବା ଦେଖିଵାକୁ ମିଳିଛି । ମୁଖ୍ୟଚିକିତ୍ସାଳୟ ଗ୍ରସ୍ତ କରି ରୋଗୀଙ୍କ ଚିକିତ୍ସା ବାବଦରେ ବୁଝିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ୱାସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି