This browser does not support the video element.
ବରଗଡ: ନୂଆଁଖାଇ ଉପଲକ୍ଷେ ୩ ଦିନ ଛୁଟି ଘୋଷଣା ପାଇଁ ଦାବି କରି ଖଜୁରଟିକ୍ରାରେ ପ୍ରତିକ୍ରିୟା ରଖିଲେ କୋଶଲ ଛାତ୍ର ସଂଗଠନର ପ୍ରତିଷ୍ଠାତା
Bargarh, Bargarh (Baragarh) | Aug 23, 2025
ସରକାରୀ ଦସ୍ତାବେଜ ଓ କ୍ୟାଲେଣ୍ଡରରେ ନୂଆଁଖାଇ 3 ଦିନ ଛୁଟି ଘୋଷଣା ପାଇଁ ଦାବି କଲା କୋଶଲ ଛାତ୍ର ସଂଗଠନ | ଏନେଇ ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ଖଜୁରଟିକ୍ରା ଠାରେ ସଂଗଠନର ପ୍ରତିଷ୍ଠାତା ନିଜ ପ୍ରତିକ୍ରିୟା ରଖିଛନ୍ତି | ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ 3 ଦିନ ଛୁଟି ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ଏନେଇ 29 ତାରିଖ ଛୁଟି ଘୋଷଣା କରିଛନ୍ତି ସରକାର | ୨୯ ଅଗଷ୍ଟ ନୂଆଁଖାଇ ବାସି ଦିନ ରାଜ୍ୟରେ ଛୁଟି ଘୋଷଣା କରାଯାଇଥିବା ବେଳେ କୋଶଲ ଛାତ୍ର ସଂଗଠନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯିବା ସହ ଓଡ଼ିଆ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରାଯାଉ ବୋଲି