Download Now Banner

This browser does not support the video element.

ରାୟଗଡା: ଡିଏଲଓଙ୍କ ଅଫିସ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

Rayagada, Rayagada | Feb 17, 2025
ସୋମବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏସଏକେ ଜାହିରା ଅହମଦ ଅଧ୍ୟକ୍ଷତା କରିଥିଲେ। ସଚିବ ସୁବ୍ରତ ଆଚାର୍ଯ୍ୟ,ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁବାସ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ, ଆଇନଜୀବୀ ଦେବରାଜ ନାୟକ,ଏଫଓଆର ଭାରତୀ ତ୍ରୀପାଠୀ ଏବଂ ଜିଲ୍ଲାର ସମସ୍ତ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଡିଏଲଓ ବକ୍ତବ୍ୟ ରଖିଥିଲେ।
Read More News
T & CPrivacy PolicyContact Us