This browser does not support the video element.
ଢେଙ୍କାନାଳ ସଦର: ମହିଷାପାଟଠାରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ
Dhenkanal Sadar, Dhenkanal | Oct 8, 2025
ଢେଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହର ନିକଟ ମହିଷାପାଟ ପଲ୍ଲିଶ୍ରୀ ପଡିଆଠାରେ ଜାତୀୟ ସ୍ତରୀୟ ପଲ୍ଲିଶୀ ମେଳା ଉଦ୍ଘାଟିତ ହୋଇଯାଇଛିା ଏହି ଉଦ୍ଘାଟନ କାର୍ଯ୍ୟରେ କାମାକ୍ଷା ନଗର ବିଧାୟକ ଶତୃଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରାଧକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏବଂ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇଥିଲେ ।ଏହି ପଲ୍ଲିଶ୍ରୀ ମେଳା ବୁଧବାରଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ