This browser does not support the video element.
ପୋଲସରା: କଳମ୍ବ ଗ୍ରାମପାୟତରେ ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ।
Polasara, Ganjam | Jul 10, 2024
ବିପୁଳ ବିଜୟ ସହିତ ରାଜ୍ୟ ରେ ପ୍ରଥମ ଥର ପାଈଁ ଏକାକୀ ସରକାର ଗଠନ କରିଛି ବିଜେପି ଏହାକୁ ନେଇ ଆଜି ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର କଳମ୍ବ,ଚଢିଆପଡା, ଦୋଉଳପଲ୍ଲୀ,ରୁଖାକଣ ଗ୍ରାମରେ ଭାରତୀୟ ଜନତା ଦଳ ପକ୍ଷରୁ ସନ୍ଧ୍ୟା ୬ରୁ ରାତି ୯ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଶାଳ ଶୋଭାଯାତ୍ରା ଚଢିଆପଡା ସ୍ଥିତ ଠାକୁରାଣୀ ମନ୍ଦିର ଠାରୁ ମୁଖ୍ୟ ରାସ୍ତା ଦେଇ ବାଦ୍ଯ ବାଜଣା ଓ ବାଣ ପଟୁଆର ସହିତ ଦୋଉଳପଲ୍ଲୀ,ରୁଖାକଣ ଓ କଳମ୍ବ ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରି ଶତାଧିକ ବିଜେପି ସମର୍ଥକ ଓ ସାଧାରଣ ନାଗରିକଙ୍କ ଗହଣରେ ସମାପନ ହୋଇଥିଲା।