Download Now Banner

This browser does not support the video element.

ବାଲିକୁଦା: ପଠାଣଡିଆର ମହାବୀର ପୀଠ ନିକଟରେ ପଣା ସଂକ୍ରାନ୍ତିରେ ଅଘଟଣ, ଡଙ୍ଗା ବୁଡି ୫ ଜଣ ଆହତ

Balikuda, Jagatsinghpur | Apr 14, 2024
ଆଜି ପବିତ୍ର ପଣା ସଂକ୍ରାନ୍ତି ଅବରରରେ ଏରସମାର ସବୁ ଅଞ୍ଚଳ ଚଳଚଞ୍ଚଳ ଥିବା ବେଳେ ଆମ୍ବିକି ପଞ୍ଚାୟତ ସ୍ଥିତ ପଠାଣଡିଆର ମହାବୀର ପୀଠ ନିକଟରେ ଅପରାହ୍ନରେ ଗୋଟିଏ ଡଙ୍ଗା ଓଲଟି ୫ ଜଣ ଆହତ ହୋଇଛନ୍ତି। ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us