This browser does not support the video element.
ମାଲକାନଗିରି: ବାଲିମେଳା ବିଜେପି ପକ୍ଷରୁସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁସେବା କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗ ଦେଲେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ
Malkangiri, Malkangiri | Sep 26, 2025
ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଠାରୁ ଆରମ୍ଭ କରି ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପି "ସେବା ପକ୍ଷ" ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ନଗର ବିଜେପି ପକ୍ଷରୁ ସକାଳ ୮ଟା ସମୟରେ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦୈନିକ ବଜ଼ାର ଦୁର୍ଗା ପଡିଆ ଠାରେ ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟି ବାଲିମେଳା ନଗର ସଭାପତି ସୀମାଞ୍ଚଳ ପ୍ରଧାନ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମେଡିକାଲ ଅଫିସର ଡ