Download Now Banner

This browser does not support the video element.

ଅନୁଗୋଳ: ଶୁଆଝରି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ ।

Anugul, Angul | Aug 23, 2025
କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ଅନ୍ତର୍ଗତ ଶୁଆଝରି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଶନିବାର ସକାଳ ୯ ଘଟିକା ସମୟରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଗ୍ରାମବାସୀଙ୍କ ସହ ଗ୍ରାମରେ ପାନୀୟ ଜଳ,ରାସ୍ତା,ଆଲୋକୀକରଣ ଓ କୋଠାଘର ପ୍ରଭୁତି ଥିବା ସମସ୍ୟାକୁ ସମାଧାନ କରିବା ସହ ଅଧାରେ ପଡିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଥିଲେ ।
Read More News
T & CPrivacy PolicyContact Us