Download Now Banner

This browser does not support the video element.

ଭଟଲି: ଭଟଲି କୁଶନପୁରୀ ପ୍ରସିଦ୍ଧଶ୍ରୀଶ୍ୟାମବିହାରୀମନ୍ଦିର ପରିସରରେ ଶ୍ରୀମଦ ଦ୍ଭାଗବତ କଥା ଉଦଯାପିତ ଯୋଗଦେଲେ ହଜାର ହଜାର ଭକ୍ତ

Bhatli, Bargarh (Baragarh) | Sep 4, 2025
ଭଟଲି କୁଶନପୁରୀ ପ୍ରସିଦ୍ଧଶ୍ରୀଶ୍ୟାମବିହାରୀମନ୍ଦିର ପରିସରରେ ଶ୍ରୀମଦ ଦ୍ଭାଗବତ କଥା ଉଦଯାପିତ ଯୋଗଦେଲେ ହଜାର ହଜାର ଭକ୍ତ ଭଟଲି ବ୍ଳକ କୁଶନପୁରୀ ସ୍ଥିତ ପ୍ରସିଦ୍ଧ ଶ୍ରୀଶ୍ୟାମ ବିହାରୀ ମନ୍ଦିର ପରିସରରେରେ ସିଂଘଲ ପରିବାର ପକ୍ଷରୁ ନିଜ ପୂର୍ବର ସାତ ପିଢ଼ି ପିତୃ ପୁରୁଷମାନଙ୍କ ମୋକ୍ଷ ପ୍ରାପ୍ତି ନିମନ୍ତେ ସପ୍ତାହ ଵ୍ୟାପୀ ଉତ୍ସାହ ଉଦ୍ଧିପନା ସହିତ ଏକ ଭାଗବତ କଥା ର  ଆୟୋଜନ  ହୋଇଥିବା ବେଳେ ଆଜି  ଦିନ ୩ ଟାରେ ଶ୍ରୀମଦ ଭାଗବତ କଥା ର ଉଦଯାପନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟହ ସେଠାରେ ଭାଗବତ କଥା ହୋଇଥିଲା।
Read More News
T & CPrivacy PolicyContact Us