Download Now Banner

This browser does not support the video element.

ଖଲ୍ଲିକୋଟ୍: ପାଣ୍ଡିଆ ଛକ ନିକଟ ବିଲ ମଧ୍ୟରୁ ଗଳିତ ମୃତଦେହ ଉଦ୍ଧାର ଘଟଣା; ମାଛମୁଣ୍ଡ ପାଇଁ ଗଡିଥିଲା ମୁଣ୍ଡ, ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତ ଗିରଫ

Khalikote, Ganjam | Aug 31, 2025
ପୁରୁଷୋତ୍ତମପୁର ଉପକଣ୍ଠ ପାଣ୍ଡିଆ ଛକ ନିକଟ ରୁଷିକୁଲ୍ୟା ନଦୀ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲୋକମାନ ସେଖଙ୍କ ହତ୍ୟା ମାମଲାରେ ପୁରୁଷୋତ୍ତମପୁର ପୋଲିସ ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତ ସୁନ୍ଦର ସେଖ ଓ କରିମ ସେଖଙ୍କୁ ଗିରଫ କରି ଆଜି ସନ୍ଧ୍ୟା ସାଢ଼େ ୫ ଟା ସମୟରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁହେଁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ସମସରଗଞ୍ଜ ଥାନା ଅନ୍ତର୍ଗତ ଘନଶ୍ୟାମପୁର ଗ୍ରାମର ବୋଲି ଜଣା ପଡ଼ିଛି ।
Read More News
T & CPrivacy PolicyContact Us