Download Now Banner

This browser does not support the video element.

ବାଲିକୁଦା: ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା

Balikuda, Jagatsinghpur | Apr 16, 2024
ମଙ୍ଗଳବାର ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଯୁବ ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା କରିଛି l ତେବେ ଆଗାମୀ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ଏକ ବଡ଼ ଫାଇଟି ଦେଖିବାକୁ ମିଳିବ l
Read More News
T & CPrivacy PolicyContact Us