Download Now Banner

This browser does not support the video element.

ଜଗତସିଂହପୁର: ୧୫ ଦିନରେ ପହଞ୍ଚିଲା ଜିଲ୍ଲା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

Jagatsinghapur, Jagatsinghpur | Aug 25, 2025
୧୫ ଦିନରେ ପହଞ୍ଚିଲା ଜିଲ୍ଲା ରାଜସ୍ୱ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଭିନ୍ନ ଦାବିନେଇ ଜିଲ୍ଲାରେ କାର୍ଯ୍ୟରତ ଅମଲାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି । ଏହି ପରିପେକ୍ଷିରେ ଆଜି ଦିନ ୧୧ ଟା ସମୟରୁ ଦିନ ୩ ଟା ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅମଲାମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅମଲାମାନେ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us