Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ରେ ଜଣେ ବ୍ୟକ୍ତି ଅଚେତ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି l
Puri M, Puri | Aug 23, 2025
ଶ୍ରୀମନ୍ଦିର ରେ ଜଣେ ବ୍ୟକ୍ତି ଅଚେତ ମେଡିକାଲ ରେ ଭର୍ତି l ଆଜି ଜଣେ ପଯ୍ୟଟକ ନିଜ ସହ ପରିବାର ଲୋକଙ୍କ ସହିତ ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ l ମହାପ୍ରଭୁ ଙ୍କ ଦର୍ଶନ କରି ଫେରିବା ସମୟରେ ହଟାତ ଅଚେତ ହୋଇ ଯାଇଥିଲେ l ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!