Download Now Banner

This browser does not support the video element.

ଫୁଲବାଣୀ ସହର: ପୂର୍ବତନ ବିଧାୟକ ସ୍ବର୍ଗତ କରେନ୍ଦ୍ର ମାଝୀଙ୍କୁ ଖଜୁରୀପଡାରେ ଶେଷ ଦର୍ଶନ କଲେ ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତୃବୃନ୍ଦ

Phulabani Town, Kandhamal | Aug 25, 2025
କନ୍ଧମାଳ ର ବରିଷ୍ଠ ତଥା ଟାଣୁଆ ନେତା କରେନ୍ଦ୍ର ଭାଇ ଙ୍କ ଦେହାନ୍ତ ରେ ଗଭୀର ଦୁଃଖ ପ୍ରକାର କରିବା ସହିତ ଖଜୁରୀପଡା ରେ ଶେଷ ଦର୍ଶନ କଲେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ ଙ୍କ ସହ ବହୁ ଜନ ପ୍ରତିନିଧି.ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାମ ବିଶି ଦିଗଲ
Read More News
T & CPrivacy PolicyContact Us