Install App
npsahu2024
This browser does not support the video element.
ଗୋପାଳପୁର: ଖଣି ଚୋରା ଚାଲାଣକାରୀଙ୍କୁ ଛଡ଼ାଯିବନି ବୋଲି ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
Gopalpur, Ganjam | Oct 8, 2024
ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଖଣି ମାଫିଆ ମାନଙ୍କୁ ଚେତାବନୀ ଦେଇଛନ୍ତି l ଖଣି ବିଭାଗ ସଚେତନ ଅଛି ଚୋର ମାନଙ୍କୁ ବକ୍ସା ଯିବନି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା l
Share
Read More News
T & C
Privacy Policy
Contact Us
Your browser does not support JavaScript!