Install App
santoshbaral67
This browser does not support the video element.
ନିମାପଡା: ଚାରିଛକ ମେଡିକାଲ ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଚୋରୀ ଅଭିଯୋଗ ଥାନାରେ ମାମଲା, ପୋଲିସର ତଦନ୍ତ ଜାରି
Nimapada, Puri | Aug 30, 2025
ଗତକାଲି ବିଳମ୍ବିତ ରାତିରେ ନିମାପଡା ବ୍ଲକ୍ ଅନ୍ତର୍ଗତ ଚାରିଛକ ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିରର ତାଲା କାଟି ଦୃର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଚୋରୀ କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ମଧ୍ୟାହ୍ନ ୧୨ଟାରେ ପୋଲିସ ସନ୍ଧନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!