Download Now Banner

This browser does not support the video element.

କୋଟପାଡ: ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନର ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

Kotpad, Koraput | Aug 26, 2025
ବୋରଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନ ର ଉନ୍ନତି ମୂଳକ କାଯ୍ୟ ର ତଦାରକ କଲେ ଜିଲ୍ଲପାଳ ଆଜି ଜିଲ୍ଲା ପାଳ ମୋନଜ ସତ୍ୟଵାନ ମହାଜନ କୋଟପାଡ଼ ଅଞ୍ଚଳ ରୁ ଫେରିବା ପରେ ଶଶାହାଣ୍ଡି ପଞ୍ଚାୟତ ର ନୁଆଁ ଗାଁ ର ଉନ୍ନତି ମୂଳକ କାଯ୍ୟ ଵାଣ୍ଡି ଗୁଡା ପଞ୍ଚାୟତ ର ଅମୃତ ସରବର. ବୋରିଗୁମ୍ମା ପଞ୍ଚାୟତ ଅଞ୍ଚଳ ର ଡ୍ରାଗନ ଫୁଡ ବଗିଚା କୁକୁଡ଼ା ଫାର୍ମ ଭଳି ବିଭିନ୍ନ ଉନ୍ନତ ମୂଳକ କାଯ୍ୟ ଗୁଡିକ ପରିଦର୍ଶନ କରିବାସହ ତଦାରଖ କରିଥିଲେ ପରିଦର୍ଶନ ସମୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଓ ତାଙ୍କ କର୍ମଚାରୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us