Download Now Banner

This browser does not support the video element.

ଜଗତସିଂହପୁର: ବାଲିକୁଦା ଥାନା ଅଞ୍ଚଳରେ ଅନଲାଇନ ଠକେଇ ମାମଲାକୁ ଇଓଡବ୍ଲୁକୁ ହସ୍ତାନ୍ତର ନେଇ ନିଜ କାର୍ଯ୍ୟଳୟରେ ସୂଚନା ଦେଲେ ଏସ୍ପି

Jagatsinghapur, Jagatsinghpur | Aug 24, 2025
ବାଲିକୁଦା ଥାନା ଅଞ୍ଚଳରେ ଅନଲାଇନ ଠକେଇ ମାମଲାକୁ ଜଗତସିଂହପୁର ପୋଲିସର ଇଓଡବ୍ଲୁକୁ ହସ୍ତାନ୍ତର ନେଇ ସୂଚନା ଦେଲେ ଜଗତସିଂହପୁର ଏସ୍ପି ।ହସ୍ତାନ୍ତର ନେଇ ଆଜି ଦିନ ୧୧ ଟା ସମୟରେ ନିଜ କର୍ଯ୍ୟଳୟରେ ଏସ୍ପି ସୂଚନା ଦେଇଛନ୍ତି । ବାଲିକୁଦା ଥାନା ଅଞ୍ଚଳରେ ହ୍ୟୁଜ ଆପ ନାମକ ଅନଲାଇନ୍ ଗେମ୍ ସଂସ୍ଥା ହଜାର ହଜାର ଲୋକଙ୍କୁ ଠକେଇ ପରେ ମାମଲାକୁ ଇଓଡ଼ବ୍ଲୁକୁ ହସ୍ତାନ୍ତର ନେଇ ସୂଚନା ଦେଲେ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା । ସୂଚନାଯୋଗ୍ୟ ଯେ ଦୁଇଦିନତଳେ ଏହି ଅନଲାଇନ ହ୍ୟୁଜ ଆପ ଜରିଆରେ ୨୦ କୋଟି ଟଙ୍କା ଠକେଇର ଅଭିଯୋଗ ହୋଇଥିଲା।
Read More News
T & CPrivacy PolicyContact Us