Download Now Banner

This browser does not support the video element.

ନୂଆପଡା: ବିଶୋରାରେ ଗ୍ରାମୀଣ କବାଡି ପ୍ରତିଯୋଗିତା ଉଦଯାପିତ

Nuapada, Nuapada | Aug 21, 2025
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବିଶୋରା ଗ୍ରାମରେ ଚାଲିଥିବା ଗ୍ରାମୀଣ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଆଜି ରାତି ନଅଟା ସମୟରେ ଆୟୋଜିତ ଉଦଯାପନୀ ସନ୍ଧ୍ୟା ରେ ନୂଆପଡ଼ା ବିଧାୟକ ପ୍ରତିନିଧି ଜୟ ଢୋଲକିଆ ଯୋଗଦେଇ ଆୟୋଜକ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଲିଲେଶ୍ୱରି ଦଣ୍ଡସେନା ଓ ଅନ୍ୟ ଗଣ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପ୍ରତିଯୋଗିତାରେ ଉଭୟ ଓଡ଼ିଶା ଓ ଛତିଶ ଗଡ ର ପ୍ରାୟ ୫୦ଗୋଟି ଗ୍ରାମୀଣ ଦଳ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us