This browser does not support the video element.
ମୋଟୁ: ସରସ୍ଵତ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଏମପିଭି ୮୨ ଗ୍ରାମର ପ୍ରଧାନ ଶିକ୍ଷକ ଗୋଦାବରୀଶ ଦାସ
Motu, Malkangiri | Aug 5, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୮୨ ଗ୍ରାମର ପ୍ରଧାନ ଶିକ୍ଷକ ଗୋଦାବରୀଶ ଦାସ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିବା ଜଣାପଡିଛି। ବିରୋଧୀ ଦଳର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନିପତିଙ୍କଠାରୁ ଏହି ପୁରଷ୍କାର ପାଇବା ପରେ ଶ୍ରୀ ଦାସ ଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।