Download Now Banner

This browser does not support the video element.

ଯୋଡା: ଚମ୍ପୁଆ : ବୋଲେରୋ ଚୋରୀ କରିନେଇ ପଳାଉଥିବା ବେଳେ, ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ଧରିଲା ପୋଲିସ୍ । ବୋଲେରୋ ଉଦ୍ଧାର ।

Joda, Kendujhar | Apr 10, 2024
ଚମ୍ପୁଆ : ବୋଲେରୋ ଚୋରୀ କରିନେଇ ପଳାଉଥିବା ବେଳେ, ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ଧରିଲା ପୋଲିସ୍ । ବୋଲେରୋ ଉଦ୍ଧାର । ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡ଼ିକୁ ଝାରଖଣ୍ଡ ନୂଆମୁଣ୍ଡି ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ୍ । ଏଥିସହ ଘଟଣାରେ ସଂପୃକ୍ତ ସୁଦର୍ଶନ ଦାସ ନାମକ ଜଣେ ଯୁବକକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ଅନୁସାରେ, ସୋମବାର ମଧ୍ୟ ରାତ୍ରୀରେ ଶ୍ରୀରାମ ନଗର ଅଞ୍ଚଳରୁ ଓ ଆର୍ ୦୨ ଏ ଏସ ୧୬୧୬ ନଂ ଧଳା ବୋଲେରୋ ଏସଏଲ୍ଏକ୍ସ୍ ଗାଡ଼ିକୁ କେହି ଚୋରୀ କରି ପଳାଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟ
Read More News
T & CPrivacy PolicyContact Us