This browser does not support the video element.
ଟିଟିଲାଗଡ: ତୁଷୁରା ସ୍ଥିତ ପଶ୍ଚିମ ଓଡ଼ିଶା ସେବା ସଂଘ ତରଫରୁ ୬ ଦଫା ଦାବିପତ୍ର ଦିଆଗଲା ବଲାଙ୍ଗୀର ଜିଲ୍ଲା ପାଳଙ୍କୁ
Titlagarh, Balangir | Apr 28, 2025
ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।୬ ଦଫା ଦାବିରେ ପାଣି ଟେଙ୍କରରେ ପାନୀୟ ଜଳ ଯୋଗାଇ ଦେବା,ପୁରୁଣା ଅଚଳ ନଳକୂପମାନଙ୍କୁ ମରାମତି କରିବା, ଗାଁମାନଙ୍କରେ ଗ୍ରାମବାସୀଙ୍କୁ ଘରକୁ ଘର ପାଣି ଯୋଗାଇ ଦେବା, ସେମାନଙ୍କ ନିତ୍ୟ ବ୍ୟବହାରପାଇଁ ଜରୁରୀ ପୋଖରୀ ଗୁଡିକର ମାଟିକାମ ଓ ସଫେଇ କରିବା, ଆବଶ୍ୟକୀୟ ସ୍ଥାନମାନଙ୍କୁ ନୂତନ ନଳକୂପ ଖନନ କରିବା ତଥା ନଦୀନାଳମାନଙ୍କୁ ନୂତନ ହିସାବରେ ମରାମତି କରିବା ପାଇଁ ସଂଘ ଦାବି କରିଛି।ବୋଲି ୮ ଟା ସମୟରେ ପଶ୍ଚିମ ଓଡ଼ିଶାସେବାସଂଘସଭାପତି କହିଛନ୍ତି।