This browser does not support the video element.
ଧର୍ମଶାଳା: ମହୋତ୍ସବ ପଡ଼ିଆରେ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
Dharmasala, Jajpur | Aug 22, 2025
ବିଜେପି ପକ୍ଷରୁ ଚଣ୍ଡିଖୋଲ ଠାରୁ ଧର୍ମଶାଳା ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରାରେ ଧର୍ମଶାଳା ବିଜେପିରେ ଯୋଗଦାନ କରିଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଧର୍ମଶାଳାର ସମସ୍ତ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନଙ୍କଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।