Download Now Banner

This browser does not support the video element.

ଛତ୍ରପୁର: ଭାଲିଆସାହି ନିକଟରେ ଏକ ବାଇକ କୁ ପିଟିଲା ଟ୍ରାକ୍ଟର, ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

Chhatrapur, Ganjam | Sep 7, 2025
ଜରଡ଼ା ଥାନା ତୁମ୍ବା ଫାଣ୍ଡି ଭାଲିଆସାହି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସାମନ୍ତରାପୁର ପଞ୍ଚାୟତ ତାଳପଦର ଗ୍ରାମର ଡମ୍ବୁରୁ ଶବର।ରବିବାର ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ଶବକୁ ଜବତ କରି ପୋଷ୍ଟ ମୋଟମ୍ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି ସ୍ଥାନୀୟ ପୋଲିସ।
Read More News
T & CPrivacy PolicyContact Us