This browser does not support the video element.
ମାଲକାନଗିରି: ଚିତ୍ରକୋଣ୍ଡା ବିଧାୟକଙ୍କ ପାପଲୁର ପଂଚାୟତ ଗସ୍ତ, ଶୁଣିଲେ ଗ୍ରାମବାସୀଙ୍କ ସମସ୍ୟା
Malkangiri, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପାପଲୁର ପଂଚାୟତ ଆଜି ଦିନ ୨ଟା ସମୟରେ ଗସ୍ତ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ପଂଚାୟତର ବହୁ ଦୁର୍ଗମ ଗ୍ରାମ ଗୁଡିକରେ ବିଧାୟକ ପହଞ୍ଚିଥିବା ବେଳେ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ସିଧାସଳଖ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ ଶ୍ରୀ ଖିଲ ଦିନତମାମ ଆଜି ଉକ୍ତ ପଂଚାୟତରେ ବୁଲି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ସ୍ଥାନୀୟ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼, କୋରୁକୋଣ୍ଡା ଏବଂ ବାଲିମେଳା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ଇସାକ୍ ଖୋସଲା ଙ୍କ ସମେତ