Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ସାଗର କଲେଜ ରୁ ଚୋରି ମାମଲାର ଦୁଇଜଣ ଗିରଫ,ଚୋରି ସାମଗ୍ରୀ ଜବତ

Baleshwar M, Balasore | Sep 11, 2025
ଟାଉନ ଥାନା ଅନ୍ତର୍ଗତ ସାଗର କଲେଜ ରେ ଗତକାଲି ସାଉଣ୍ଡ ସିଷ୍ଟମ ର ଏମଫ୍ଲିଫେୟାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।ଏହି ମାମଲାର ତଦନ୍ତ କରି ଟାଉନ ଥାନା ପୋଲିସ ଆଜି ଅପରାହ୍ନ ୪ ଟାରେ ଦୁଇଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ଏମଫ୍ଲିଫେୟାର ଓ ଗୋଟିଏ ଚୋରି ରନ୍ଧନ ଗ୍ୟାସ ଟ୍ୟାଙ୍କି କୁ ଜବତ କରିଛି।ଗିରଫ ମାନେ ହେଲେ ଟାଉନ ଥାନା ମିର୍ଜା ପୋଖରୀ ସୁଇପର କଲୋନୀ ର ଟିଲିଲି ବେହେରା ଅନ୍ୟଜଣେ କଂଗ୍ରେସ ଅଫିସ ଲେନ ର ମୋହନ ବେହେରା।
Read More News
T & CPrivacy PolicyContact Us